କପି ରୋକିବା ଯୋଗୁଁ କମିଲା ପାସ୍‌ହାର: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଏଥର ବି ପାସ୍‌ହାର ହ୍ରାସ ପାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯିବା ଦ୍ୱାରା ପାସ୍‌ହାର କମିଛି। ତେବେ ମେଧାବୀଙ୍କ ସଂଖ୍ୟା ବଢ଼ିଛି। କୋଭିଡ୍‌-୧୯ ମହାମାରୀ ସମୟରେ ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ ଆମ ପାଇଁ ବଡ଼ ଆହ୍ୱାନ ଥିଲା। ତା’ ସତ୍ତ୍ୱେ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ତ ପ୍ରକାର ସହଯୋଗ, ଜୀବନକୁ … Continue reading କପି ରୋକିବା ଯୋଗୁଁ କମିଲା ପାସ୍‌ହାର: ଗଣଶିକ୍ଷା ମନ୍ତ୍ରୀ